ଟାଟା ଏସ ଗୋଲ୍ଡ୍‌ ପେଟ୍ରୋଲ୍‌ CX ଟାଟା ଏସ ଗୋଲ୍ଡ୍‌ ପେଟ୍ରୋଲ୍‌ CX

ଟାଟା ଏସ ଗୋଲ୍ଡ୍‌ ପେଟ୍ରୋଲ୍‌ CX ଅବଲୋକନ

ଟାଟା ଏସ ଗୋଲ୍ଡ୍‌ ପେଟ୍ରୋଲ୍‌ CX

ଟାଟା ଏସ ହେଉଛି 16 ବର୍ଷରୁ ଅଧିକ ସମୟ ଧରି 23 ଲକ୍ଷରୁ ଅଧିକ ପ୍ରଥମ-ଥର ଉଦ୍ୟୋଗୀମାନଙ୍କ ପ୍ରଥମ ପସନ୍ଦ । ବର୍ତ୍ତମାନ, ଏହା ନିୟୁତ ନିୟୁତ ସ୍ୱପ୍ନକୁ ସାକାର କରିବାର ଅନ୍ୟ ଏକ ନୂତନ ବ୍ରାଣ୍ଡ ଯାତ୍ରାର ଆରମ୍ଭ ।

ଏହାର ଶ୍ରେଣୀରେ ସର୍ବାଧିକ, କମ୍ ଅପରେଟିଂ ଖର୍ଚ୍ଚ ଏବଂ ରୋଜଗାର କ୍ଷମତା ପ୍ରଦାନ କରିବାରେ ସେମାନଙ୍କର ବ୍ୟବସାୟକୁ ବୃଦ୍ଧି କରିବାରେ ସାହାଯ୍ୟ କରି ଟାଟା ଏସ ଗୋଲ୍ଡ ପେଟ୍ରୋଲ୍ CX ସମସ୍ତଙ୍କ ସ୍ୱପ୍ନକୁ ସାକାର କରିବାକୁ ସ୍ଥିର ହୋଇଛି ।

USP :

  • ପାୱାର୍‌ ପ୍ୟାକ୍‌ ହୋଇଥିବା ଇଞ୍ଜିନ୍‌, ଅଧିକା ସ୍ପିଡ୍‌ ପାଇଁ 18.38kW ପାୱାର୍‌, ଦୃତ ଟ୍ରିପ ପାଇଁ 55Nm ପିକ୍‌ଅପ୍‌ ଡେଲିଭର୍‌ କରିଥାଏ
  • ଗିଅର୍‌ ଶିଫ୍ଟ୍‌ ଆଡ୍‌ଭାଇଜର୍‌ ଏବଂ ଅଧିକା ଇନ୍ଧନ କ୍ଷମତା ପାଇଁ ଇକୋ ସ୍ୱିଚ୍‌
  • ଡିଜିଟାଲ୍‌ ଡିସପ୍ଲେ କ୍ଲଷ୍ଟର୍‌
  • ବିଶେଷତା : ବଡ ଲକେବୁଲ୍‌ ଗ୍ଲୋଭ୍‌ ବକ୍ସ୍‌, USB ଚାର୍ଜର୍‌
  • 2 ବର୍ଷ / 72000 କିମି ର ୱାରେଣ୍ଟି

ପ୍ରୟୋଗ: ଫଳ ଏବଂ ପନିପରିବା ବଣ୍ଟନ, ଆସବାବପତ୍ର, ଉପଭୋକ୍ତା ପ୍ରଡକ୍ଟ, ଜଳ ବୋତଲ, ଗ୍ୟାସ୍ ସିଲିଣ୍ଡର FMCG, ଦୁଗ୍‌ଧ ଏବଂ ଡାଇରୀ ପ୍ରଡକ୍ଟ, କୋଲ୍ଡ ଡ୍ରିଙ୍କସ୍‌, ଟେକ୍‌ସ୍‌ଟାଇଲ୍‌, ବେକେରୀ, ଔଷଧ, ଟେଣ୍ଟ ହାଉସ୍ ଏବଂ କାଟରିଂ, ପ୍ଲାଷ୍ଟିକସ୍‌, ସ୍କ୍ରାପ୍‌, ବର୍ଜ୍ୟବସ୍ତୁ ପରିଚାଳନା କରିବା ଏବଂ ଆହୁରି ଅଧିକ ବ୍ୟବହାରରେ ଆସିଥାଏ ।

ଟାଟା ଏସ ଗୋଲ୍ଡ୍‌ ପେଟ୍ରୋଲ୍‌ CX
Pixel