ଟାଟା ଏସ ଗୋଲ୍ଡ୍‌ ଡିଜେଲ୍‌ ଟାଟା ଏସ ଗୋଲ୍ଡ୍‌ ଡିଜେଲ୍‌

ଟାଟା ଏସ ଗୋଲ୍ଡ୍‌ ଡିଜେଲ୍‌ ବିଶେଷତା

ଟାଟା ଏସ ଗୋଲ୍ଡ୍‌ ଡିଜେଲ୍‌ ବିଶେଷତା

ଟାଟା ଏସ ଗୋଲ୍ଡ ଡିଜେଲ ଅଧିକା ମାଇଲେଜ୍‌ ସହ ଆସିଥାଏ

  • ପ୍ରମାଣିତ ଏବଂ ଭରସାଯୋଗ୍ୟ 2 ସିଲିଣ୍ଡର 700CC ପ୍ରାକୃତିକ ଭାବରେ ବର୍ଣ୍ଣିତ DI ଇଞ୍ଜିନ୍
  • ବଢିଆ ଇନ୍ଧନ କ୍ଷମତା ପାଇଁ ଗିଅର ସିପ୍ଟ୍‌ ଆଡ୍‌ଭାଇଜର୍‌
ଟାଟା ଏସ ଗୋଲ୍ଡ୍‌ ଡିଜେଲ୍‌ ବିଶେଷତା

ଟାଟା ଏସ ଗୋଲ୍ଡ ଡିଜେଲ ଅଧିକା ପିକ୍‌ଅପ୍‌ ସହ ଆସିଥାଏ

  • ବଢିଆ ସ୍ପିଡ୍‌ ପାଇଁ 20 HP ର ଉଚ୍ଚ ପାୱାର
  • ବଢିଆ ଆସିଲିରେସନ୍‌ ପାଇଁ 45 Nm ର ଉଚ୍ଚ ଟର୍କ୍‌
  • ବଢିଆ ପିକ୍‌ଅପ୍‌ ପାଇଁ 27.5% ର ଉଚ୍ଚ ଗ୍ରେଡେବିଲିଟି
ଟାଟା ଏସ ଗୋଲ୍ଡ୍‌ ଡିଜେଲ୍‌ ବିଶେଷତା

ଟାଟା ଏସ ଗୋଲ୍ଡ ଡିଜେଲ ଅଧିକା ପେଲୋଡ୍‌ ସହ ଆସିଥାଏ

  • 750 କେଜି ର ଅଧିକା ପେଲୋଡ୍‌
  • ଭାରୀ ଡ୍ୟୁଟି ଟ୍ରକ୍ ପରି ଚେସିସ୍‌ ବର୍ତ୍ତମାନ ଆହୁରି ଅଧିକ ଶକ୍ତିଶାଳୀ
  • ଫ୍ରଣ୍ଟ୍‌ ଏବଂ ରିଅର୍‌ ଲିଫ୍‌ ସ୍ପ୍ରିଙ୍ଗ୍‌ ସସ୍‌ପେନ୍‌ସନ୍‌ ଆହୁରି କଠିନ
  • ଆକ୍ସିଲ୍‌ ପରି ଦୀର୍ଘଦିନ ଚାଲିବା ଭଳି ଟ୍ରକ୍‌
ଟାଟା ଏସ ଗୋଲ୍ଡ୍‌ ଡିଜେଲ୍‌ ବିଶେଷତା

ଟାଟା ଏସ ଗୋଲ୍ଡ ଡିଜେଲ ଅଧିକା ସୁବିଧା ସହ ଆସିଥାଏ

  • ଡିଜିଟାଲ୍ କ୍ଲଷ୍ଟର
  • ବଡ ଗ୍ଲୋଭ୍ ବକ୍ସ୍‌
  • ବୋତଲ ଏବଂ ଡକ୍ୟୁମେଣ୍ଟ୍‌ ହୋଲ୍ଡର
  • USB ଚାର୍ଜର
ଟାଟା ଏସ ଗୋଲ୍ଡ୍‌ ଡିଜେଲ୍‌ ବିଶେଷତା

ଟାଟା ଏସ ଗୋଲ୍ଡ ଡିଜେଲ କମ୍‌ ରକ୍ଷଣାବେକ୍ଷଣ ସହ ଆସିଥାଏ

  • ଦୀର୍ଘ ଦିନ ଚାଲେ
  • ସ୍ପେୟାର୍‌ ପାର୍ଟସ୍‌ଗୁଡିକ ସହଜରେ ମିଳିଯାଏ
  • ସମଗ୍ର 1400+ ଟାଟା ମୋଟର୍ସ ପ୍ରାଧିକୃତ ସେବା ଷ୍ଟେସନଗୁଡିକରେ ସେର୍ଭେବିଲିଟି ସହଜ
  • 2 ବର୍ଷର କିମ୍ବା 72000 କିମିର ୱାରେଣ୍ଟି
ଟାଟା ଏସ ଗୋଲ୍ଡ୍‌ ଡିଜେଲ୍‌ ବିଶେଷତା

ଟାଟା ଏସ ଗୋଲ୍ଡ ଡିଜେଲ ଅଧିକା ଲାଭ ସହ ଆସିଥାଏ

  • କମ୍‌ ରକ୍ଷଣାବେକ୍ଷଣ
  • ଅଧିକ ଇନ୍ଧନ ସଞ୍ଚୟ
  • ଅଧିକ ଲୋଡ୍‌ ଧାରଣ କ୍ଷମତା
  • ମାସିକ 25000 ଟଙ୍କାର ଲାଭ
Pixel