ଟାଟା ଏସ ଗୋଲ୍ଡ୍‌ ସିଏନ୍‌ଜି ଟାଟା ଏସ ଗୋଲ୍ଡ୍‌ ସିଏନ୍‌ଜି

ଟାଟା ଏସ ଗୋଲ୍ଡ୍‌ ସିଏନ୍‌ଜି ଓଭରଭ୍ୟୁ

ଟାଟା ଏସ ଗୋଲ୍ଡ୍‌ ସିଏନ୍‌ଜି

2005 ରେ, ଟାଟା ମୋଟର୍ସ ଅତ୍ୟନ୍ତ ବିଶେଷ ଟାଟା ଏସ ର ଶୁଭାରମ୍ଭ କଲା; ଯାହା ଗୋଟିଏ ଛୋଟ ବ୍ୟବସାୟୀକ ଯାନ ଥିଲା ଏବଂ ଅତି ଶୀଘ୍ର ଭାରତର ନଂ 1 ବିକ୍ରୟ ହେଉଥିବା ମିନି ଟ୍ରକ୍‌ରେ ପରିଣତ ହେଲା । ସେତେବେଳଠାରୁ ବିଗତ 15 ବର୍ଷ ମଧ୍ୟରେ 22 ଲକ୍ଷରୁ ଅଧିକ ଏସ ବିକ୍ରି ହୋଇସାରିଲାଣି । ଏହି ଲୋକପ୍ରିୟ ସିରିଜ୍‌, ଯାହାକୁ 'ଛୋଟା ହାଥୀ' ମଧ୍ୟ କୁହାଯାଏ, ଲକ୍ଷ ଲକ୍ଷ ବ୍ୟବସାୟକୁ ବୃଦ୍ଧି କରିବାରେ ସାହାଯ୍ୟ କରିଛି ।

ଏସ ର ଏହି CNG ଭାରିଆଣ୍ଟ୍‌ 2008, ରେ ଶୁଭାରମ୍ଭ ହୋଇଥିଲା ଏବଂ ଗ୍ରାହକଙ୍କ ଦ୍ୱାରା ଭଲ ଭାବରେ ପସନ୍ଦିତ ହୋଇଥିଲା ।

ଟାଟା ଏସ ଗୋଲ୍ଡ CNG BS-6 ବର୍ତ୍ତମାନ ଅଧିକ ମାଇଲେଜ୍, ଉନ୍ନତ ପିକ୍-ଅପ୍, ଅଧିକ ପେଲୋଡ୍, ଅଧିକ ସୁବିଧା, କମ୍ ମେଣ୍ଟେନାନ୍‌ସ୍‌ ଏବଂ ଅଧିକ ଲାଭ ସହିତ ଆସିଥାଏ ।

ଟାଟା ଏସ ଗୋଲ୍ଡ୍‌ ସିଏନ୍‌ଜି
Pixel