ଟାଟା ଏସ ଗୋଲ୍ଡ ସିଏନ୍‌ଜି ପ୍ଲସ୍‌ ଟାଟା ଏସ ଗୋଲ୍ଡ ସିଏନ୍‌ଜି ପ୍ଲସ୍‌

ଟାଟା ଏସ ଗୋଲ୍ଡ ସିଏନ୍‌ଜି ପ୍ଲସ୍‌ ବିଶେଷତା

ଟାଟା ଏସ ଗୋଲ୍ଡ ସିଏନ୍‌ଜି ପ୍ଲସ୍‌ ବିଶେଷତା

ଅଧିକା ପାୱାର୍‌ ଏବଂ ପିକ୍‌ଅପ୍‌

  • ଅଧିକା ପାୱାର୍‌ : ଅଧିକା ସ୍ପିଡ୍‌ ପାଇଁ 26 HP ପାୱାର୍‌
  • ଅଧିକା ପିକ୍ଅପ୍‌ : ତୀବ୍ର ଟ୍ରିପ୍‌ ପାଇଁ 51 Nm ପିକ୍ଅପ୍‌
  • ଅଧିକା ଗ୍ରେଡେବିଲିଟି : ଫ୍ଲାଏଓଭର ଏବଂ ଗ୍ରେଡିଏଣ୍ଟ୍ ନେଗୋସିଏଟ୍ କରିବାକୁ 28%
ଟାଟା ଏସ ଗୋଲ୍ଡ ସିଏନ୍‌ଜି ପ୍ଲସ୍‌ ବିଶେଷତା

ଅଧିକା ମାଇଲେଜ୍‌

  • ସର୍ବାଧିକ ଇନ୍ଧନ ଦକ୍ଷତା ପାଇଁ ଗିଅର୍‌ ସିପ୍ଟ୍‌ ଆଡ୍‌ଭାଇଜର୍‌
ଟାଟା ଏସ ଗୋଲ୍ଡ ସିଏନ୍‌ଜି ପ୍ଲସ୍‌ ବିଶେଷତା

ଅଧିକା ପେଲୋଡ୍‌

  • 8.2 ଫୁଟ ଲମ୍ବା ଲୋଡ୍‌ ବଡି
  • ଲିଫ୍‌ ସ୍ପ୍ରିଙ୍ଗ୍‌ ସସ୍‌ପେନ୍‌ସନ୍‌ ହେତୁ ଅଧିକା ଲୋଡ୍‌ ଦକ୍ଷତା
ଟାଟା ଏସ ଗୋଲ୍ଡ ସିଏନ୍‌ଜି ପ୍ଲସ୍‌ ବିଶେଷତା

ନ୍ୟୁନ୍‌ ରକ୍ଷଣାବେକ୍ଷଣ

  • ଲମ୍ବା ସମୟ ଚାଲିବା ପାଇଁ ହେଭି ଡ୍ୟୁଟି ଚେସିସ୍‌
  • ନ୍ୟୁନ ମରାମତି ମୂଲ୍ୟ ପାଇଁ ଲିଫ୍‌ ସ୍ପ୍ରିଙ୍ଗ୍‌ ସସ୍‌ପେନ୍‌ସନ୍‌
ଟାଟା ଏସ ଗୋଲ୍ଡ ସିଏନ୍‌ଜି ପ୍ଲସ୍‌ ବିଶେଷତା

ଅଧିକା ସୁବିଧା

  • ଡିଜିଟାଲ୍‌ ଇନ୍‌ଷ୍ଟୃମେଣ୍ଟ୍‌ କ୍ଲଷ୍ଟର୍‌
  • USB ଚାର୍ଜର୍‌
ଟାଟା ଏସ ଗୋଲ୍ଡ ସିଏନ୍‌ଜି ପ୍ଲସ୍‌ ବିଶେଷତା

ଅଧିକା ଲାଭ

  • 375 କିମି ପର୍ଯ୍ୟନ୍ତ ଟୁର୍‌ ରେଞ୍ଜ୍‌ ପାଇଁ 18 କେଜି ସିଲିଣ୍ଡର
  • 33% ଅଧିକା ଟୁର୍‌ ଦୁରତା
  • 16% ଅଧିକା ଲୋଡିଙ୍ଗ୍‌ ସ୍ପେସ୍‌
Pixel