ଟାଟା ଏସ ଗୋଲ୍ଡ ଡିଜେଲ୍ ପ୍ଲସ୍ ବର୍ଦ୍ଧିତ ମାଇଲେଜ୍, ବଢିଆ ଅନ୍ ରୋଡ୍ ପର୍ଫର୍ମାନସ୍ ଏବଂ ଅତ୍ୟଧିକ ଲାଭ ପାଇଁ ଡିଜାଇନ୍ କରାଯାଇଛି । ଟାଟା ଏସ ପରମ୍ପରା ଉପରେ ଗଠିତ, ଟାଟା ଏସ ଗୋଲ୍ଡ ଡିଜେଲ୍ ପ୍ଲସ୍ 3 ବର୍ଷ / 75000 କିମିର ସ୍ୱାଧିନତା ଫ୍ରିଡମ୍ ପ୍ଲାଟିନମ୍ AMC ଅଫର କରିଥାଏ ତା ସହ ଦୁଇଟି ଅଦ୍ୱିତୀୟ ଫାଷ୍ଟ୍ ଇନ୍ ଇଣ୍ଡଷ୍ଟ୍ରୀ ଗ୍ୟାରେଣ୍ଟି ହେଲା : 24 ଘଣ୍ଟାର ସର୍ଭିସ୍ ଟାଇମ୍ ଗ୍ୟାରେଣ୍ଟି ଏବଂ କିମି କିମ୍ବା 6 ମାସର ଯେଉଁଟା ପ୍ରଥମେ ଆସିବ, ଜିରୋ ବ୍ରେକ୍ଡାଉନ୍ ଗ୍ୟାରେଣ୍ଟି ର ସୁବିଧା ମଧ୍ୟ ଅଫର କରିଥାଏ । ଟାଟା ଏସ ଗୋଲ୍ଡ ଡିଜେଲ ପ୍ଲସର ପାୱାର୍ ସହିତ ସଫଳତା ଅନୁଭବ କରନ୍ତୁ ।
ଟାଟା ଏସ ଗୋଲ୍ଡ BS6 ଟାଟା ଏସ ର DNA ସହ ଆସିଥାଏ- 6 ଟି ପ୍ରତିଜ୍ଞା ସହ
ଟାଟା ଏସ BS4
ଠାରୁ ଉତ୍ତମ ମାଇଲେଜ୍
ସୁବିଧା ବୃଦ୍ଧି କରିବା ପାଇଁ ନୂଆ ଡିଜିଟାଲ୍
ଇନ୍ଷ୍ଟୃମେଣ୍ଟ କ୍ଲଷ୍ଟର୍, ୟୁଟିଲିଟି ହୋଲ୍ଡର ଏବଂ
USB ଚାର୍ଜର
ଅଧିକା ପାୱାର
ପିକ୍ଅପ୍ ଏବଂ ଗ୍ରେଡେବିଲିଟି
ସରଳ ଇଞ୍ଜିନ୍, ଦୀର୍ଘ ସର୍ଭିସ୍ ବ୍ୟବଧାନ ଏବଂ 2
ବର୍ଷ/କିମି 72000ର ୱାରେଣ୍ଟି
750 କେଜି ର ଅଧିକା ପେଲୋଡ୍ ପାଇଁ ହେଭି ଡ୍ୟୁଟି
ଚେସିସ୍, ସସ୍ପେନ୍ସନ୍ ଏବଂ ଆକ୍ସିଲ୍
ଅଧିକା ଇନ୍ଧନ ସଞ୍ଚୟ, ଅଧିକା ଲୋଡ୍ କ୍ଷମତା,
କମ୍ ମେଣ୍ଟେନାନ୍ସ୍
Special Finance scheme of 0.99% for 3 years and 2.99% for 4 years. Interest savings under special finance scheme. Customer can opt either for the consumer scheme or the special finance scheme
*The Special financing scheme is applicable on all Ace Diesel variants: Ace HT, Ace Gold, Ace XL & Ace EX (Including cab chassis, high deck and container variants)